Chicken Curry Recipe Making in Odia || ଚିକେନ ଆଳୁ ତରକାରୀ || ODIA FOOD

Chicken Curry Recipe Making in Odia || ଚିକେନ ଆଳୁ ତରକାରୀ || ODIA FOOD

chicken curry in odia , chicken curry in oriya , chicken curry odia

This video provides you how to make Chicken Curry Recipe Making in Odia

ଆବଶ୍ୟକ ସାମଗ୍ରୀ –
ଚିକେନ – 500 g.m
ଆଳୁ- 3 ଟା
ପିଆଜ଼ -2 ଟା
ବିଲାତି ବାଇଗଣ -2
କଞ୍ଚା ଲଙ୍କା -2 ଟା
ଅଦା ରସୁଣ ବଟା -2 ବଡ ଚାମଚ
ଜିରା ଗୁଣ୍ଡ -1/2ଛୋଟ ଚାମଚ
ଧନିଆ ଗୁଣ୍ଡ -1/2
ହଳଦୀ ଗୁଣ୍ଡ -1ଛୋଟ ଚାମଚ
କାଶ୍ମିରୀ ଲଙ୍କା ଗୁଣ୍ଡ -1ଛୋଟ ଚାମଚ
ଗୋଲ ମରିଚ ଗୁଣ୍ଡ -1ଛୋଟ ଚାମଚ
ଚିକେନ ମସଲା -1ବଡ ଚାମଚ
ଲୁଣ – ଆବଶ୍ୟକ ଅନୁସାରେ

ତେଲ-4 ବଡ ଚାମଚ

Post Author: hatefull